Latestଆମ୍ବ ବଗିଚାରୁ ଗଳିତ ଶବ ଉଦ୍ଧାରମାଟିରେ ଅର୍ଦ୍ଧ ପୋତା ଅବସ୍ଥାରେ ଥିବା ଗଳିତ ଶବ ଉଦ୍ଧାର।ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଲଦୋପଡ଼ାର ଏକ ପୁରୁଣା ଆମ୍ବ ବଗିଚାରୁ ଗଳିତ ଶବ ମିଳିଛି। ମୃତକଙ୍କର ପରିଚୟ ଅସ୍ପଷ୍ଟ।bySibasankar OjhabySibasankar Ojha 10 Apr 2025 13:40 IST Link copied!Copy failed!କୁଚିଣ୍ଡା: ମାଟିରେ ଅର୍ଦ୍ଧ ପୋତା ଅବସ୍ଥାରେ ଥିବା ଗଳିତ ଶବ ଉଦ୍ଧାର।ସମ୍ବଲପୁରଜିଲ୍ଲା ଜମନକିରା ଥାନା ଲଦୋପଡ଼ାର ଏକ ପୁରୁଣା ଆମ୍ବ ବଗିଚାରୁ ଗଳିତ ଶବ ମିଳିଛି। ମୃତକଙ୍କର ପରିଚୟ ଅସ୍ପଷ୍ଟ। ଘଟଣା ସ୍ଥଳରେ ଜମନକିରା ପୁଲିସ ତଦନ୍ତ ଜାରି ରଖିଛି। ତାଙ୍କୁ କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହ ଉପୁଜିଛି।AdvertismentbySibasankar OjhabySibasankar Ojha 10 Apr 2025 13:40 IST Link copied!Copy failed!