Latestଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାରରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବଜାର ପଛପଟ କେନାଲ କଡରେ ଜଣେ ଅଚିହ୍ନା ମହିଳାଙ୍କର ମୃତଦେହ ପଡ଼ି ରହିଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।bySibasankar OjhabySibasankar Ojha 23 Sep 2025 14:34 IST Link copied!Copy failed!ମୁନିଗୁଡ଼ା: ରାୟଗଡ଼ାଜିଲ୍ଲା ମୁନିଗୁଡ଼ା ବଜାର ପଛପଟ କେନାଲ କଡରେ ଜଣେ ଅଚିହ୍ନା ମହିଳାଙ୍କର ମୃତଦେହ ପଡ଼ି ରହିଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ସାଇଣ୍ଟିଫିକ ଟିମ୍ ପହଞ୍ଚିଲା ପରେ ମୃତଦେହକୁ ବ୍ୟବଚ୍ଛେଦ କରାଯିବ। ଏହା ଏକ ହତ୍ୟାକାଣ୍ଡ ନା ଆଉ କିଛି ତଦନ୍ତ ପରେ ଜଣାପଡ଼ିବ।AdvertismentbySibasankar OjhabySibasankar Ojha 23 Sep 2025 14:34 IST Link copied!Copy failed!