ଜଗତ୍ସିଂହପୁର: ପାରାଦୀପରେ ଏକ ମାଲବାହୀ ଟ୍ରେନବଗିରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ସମ୍ବଲପୁରରୁ କୋଇଲା ଆଣି ଆସିଥିଲା ଟ୍ରେନ୍। କୋଇଲା ଖାଲି କରିବା ବେଳେ ବାହାରିଥିଲା ମହିଳାଙ୍କ ଶବ। ଏହି ଘଟଣା ନେଇ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ହତ୍ଯା ସନ୍ଦେହ ଉପୁଜିଛି।
ମାଲବାହୀ ଟ୍ରେନବଗିରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ
ପାରାଦୀପରେ ଏକ ମାଲବାହୀ ଟ୍ରେନବଗିରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ସମ୍ବଲପୁରରୁ କୋଇଲା ଆଣି ଆସିଥିଲା ଟ୍ରେନ୍। ହତ୍ଯା ସନ୍ଦେହ ଉପୁଜିଛି।
/sambad/media/media_files/2025/09/14/new-project-13-2025-09-14-14-51-07.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)