ଭୁବନେଶ୍ୱର: ଭରତପୁର ଥାନା ଅଧୀନ ପଣ୍ଡାକୁଦିଆ ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ନେଇ ସନ୍ଦେହ ବଢିଛି I ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କହୁଥିବା ବେଳେ, ପୁଲିସ ଜୋର ଜବରଦସ୍ତ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା ଚଲାଇଥିବା ଅଭିଯୋଗ ହୋଇଛି I ମୃତକଙ୍କ ପତ୍ନୀଙ୍କୁ ଆତ୍ମହତ୍ୟା ବୋଲି ରିପୋର୍ଟରେ ଦର୍ଶାଇବାକୁ ଭରତପୁର ଥାନାର ଏସଆଇ ବୈକୁଣ୍ଠ ନାଥ ବେହେରା ଚାପ ପକାଇଥିବାର ଅଭିଯୋଗ ହେଉଛି I
ଭରତପୁର ଥାନା ଅଧୀନ ପଣ୍ଡାକୁଦିଆ ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ନେଇ ସନ୍ଦେହ ବଢିଛି I ମୃତ ଯୁବକ ହେଉଛନ୍ତି ଶିବ ପ୍ରସାଦ ବାରିକ। ତାଙ୍କ ଘର ଯାଜପୁରଜିଲ୍ଲା ସୁଜନପୁରରେ ବୋଲି ଜଣାଯାଇଛିI ସେ ଗତକାଲି ତାଙ୍କ ଶ୍ୱଶୁର ଘର ପଣ୍ଡାକୁଦିଆକୁ ଆସିଥିବା ବେଳେ, ଝୁଲନ୍ତା ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I
ମୃତ ଯୁବକ ହେଉଛନ୍ତି ଶିବ ପ୍ରସାଦ ବାରିକ। ତାଙ୍କ ଘର ଯାଜପୁର ଜିଲ୍ଲା ସୁଜନପୁରରେ ବୋଲି ଜଣାଯାଇଛିI ସେ ଗତକାଲି ତାଙ୍କ ଶ୍ୱଶୁର ଘର ପଣ୍ଡାକୁଦିଆକୁ ଆସିଥିବା ବେଳେ, ଝୁଲନ୍ତା ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/08/new-project-3-2025-08-08-13-29-27.jpg)