ଯୋଡ଼ା: ବାମେବାରି ଥାନା ଜୁରୁଡ଼ି ଅ।ପ।ହ।ତୁ ରେଳ ଧ।ରଣାରୁ ଜଣେ ଯୁବକଙ୍କ ମୃତଦେହ ଠାବ, ହୋଇଛି। ହତ୍ୟା ସନ୍ଦେହ। ମୃତ ଯୁବକଙ୍କର ନାମ ପେଟୁ କାରୁଆ (୨୨)। ତାଙ୍କ ଘର ସ୍ଥାନୀୟ ନିଉ କ୍ୟାମ୍ପରେ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ରେଳବାଇ ପୁଲିସ ତଦନ୍ତ ଆରମ୍ଭ କରିଛି।