ଜହ୍ନ।ପଙ୍କ: ରବିବାର ସକାଳ ୭ଟା ସମୟରେ ବୌଦ୍ଧ ବ୍ଲକ କମିରା ଗ୍ରାମ ନିକଟରେ ବୁଲୁଥିବା ଏକ ଜଙ୍ଗଲୀ ହରିଣକୁ ଦେଖିବା ପରେ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ l
ଆଜି ସକାଳେ ଗ୍ରାମ ନିକଟରେ ଏକ ଜଙ୍ଗଲୀ ହରିଣ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେl କୁକୁର କିମ୍ବା ଅନ୍ୟ କୌଣସି ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ସରପଞ୍ଚ ସୁମନ୍ତ ନାଏକଙ୍କ ନେତୃତ୍ବରେ ଗ୍ରାମବାସୀ ହରିଣକୁ ଉଦ୍ଧାର କରିଥିଲେl ଏ ସମ୍ପର୍କରେ ବନ ବିଭାଗକୁ ଖବର ସରପଞ୍ଚ ଖବର ଦେଇଥିବା ସୂଚନା ମିଳିଛିl ଜଙ୍ଗଲରେ ଖରାଦିନେ ପାଣି ଅଭାବ ଯୋଗୁଁ ପାଣି ଅନ୍ବେଷଣରେ ହରିଣ ଗାଆଁ ନିକଟକୁ ଚାଲି ଆସିଥିବା ଆଲୋଚନା ହେଉଛି |
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗ୍ରାମ ନିକଟରେ ଏକ ଜଙ୍ଗଲୀ ହରିଣ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେl କୁକୁର କିମ୍ବା ଅନ୍ୟ କୌଣସି ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ସରପଞ୍ଚ ସୁମନ୍ତ ନାଏକଙ୍କ ନେତୃତ୍ବରେ ଗ୍ରାମବାସୀ ହରିଣକୁ ଉଦ୍ଧାର କରିଥିଲେl ଏ ସମ୍ପର୍କରେ ବନ ବିଭାଗକୁ ଖବର ସରପଞ୍ଚ ଖବର ଦେଇଥିବା ସୂଚନା ମିଳିଛିl ଜଙ୍ଗଲରେ ଖରାଦିନେ ପାଣି ଅଭାବ ଯୋଗୁଁ ପାଣି ଅନ୍ବେଷଣରେ ହରିଣ ଗାଆଁ ନିକଟକୁ ଚାଲି ଆସିଥିବା ଆଲୋଚନା ହେଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2018/06/deer.jpg)