ସୋର: ସୋର ତହସିଲ ପକ୍ଷରୁ ଉତ୍ତରେଶ୍ୱର ନିକଟରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ଅଧୀନ ଉତ୍ତରେଶ୍ୱର ବରଫକଳ ଛକ ନିକଟରୁ ଟିଭିଏସ ସୋ ରୁମ ପର୍ଯ୍ୟନ୍ତ ୮ ଶହ ମିଟର ରାସ୍ତାକଡ଼ରେ ୧୦ଟି ଦୋକାନ ଗୋଟିଏ ହୋଟେଲ ଓ ନୂତନ ଟିଭିଏସ ସୋରୁମର ସମ୍ମୁଖରେ ସରକାରୀ ଜାଗାକୁ ଜବରଦଖଲ କରାଯାଇଥିଲା।
ସୋର ତହସିଲ ପକ୍ଷରୁ ଉତ୍ତରେଶ୍ୱର ନିକଟରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ଅଧୀନ ଉତ୍ତରେଶ୍ୱର ବରଫକଳ ଛକ ନିକଟରୁ ଟିଭିଏସ ସୋ ରୁମ ପର୍ଯ୍ୟନ୍ତ ୮ ଶହ ମିଟର ରାସ୍ତାକଡ଼ରେ ୧୦ଟି ଦୋକାନ ଗୋଟିଏ ହୋଟେଲ ଓ ନୂତନ ଟିଭିଏସ ସୋରୁମର ସମ୍ମୁଖରେ ସରକାରୀ ଜାଗାକୁ ଜବରଦଖଲ କରାଯାଇଥିଲା। ଏନେଇ ସୋର ତହସିଲ ପକ୍ଷରୁ ନୋଟିସ ଜାରି ପରେ ସୋର ଅତିରିକ୍ତ ତହସିଲଦାର ଦୈତାରି ମଳିକ ଓ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ ସୋର ପୁଲିସ ସହାୟତାରେ ଏହି ଜବରଦଖଲକୁ ଉଚ୍ଛେଦ କରିଥିଲେ।
ଏନେଇ ସୋର ତହସିଲ ପକ୍ଷରୁ ନୋଟିସ ଜାରି ପରେ ସୋର ଅତିରିକ୍ତ ତହସିଲଦାର ଦୈତାରି ମଳିକ ଓ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ ସୋର ପୁଲିସ ସହାୟତାରେ ଏହି ଜବରଦଖଲକୁ ଉଚ୍ଛେଦ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/04/OdhOO92G5mPuGmSUiLlw.jpg)