ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୋୖରାଞ୍ଚଳରେ ପ୍ରଶାସନ ଆଜି ବେଲପାହାଡ଼ ଫାଟକ ଠାରୁ ସତସଂଘ ବିହାର ପର୍ଯ୍ୟନ୍ତ ହୋଇଥିବା ଜବର ଦଖଲ ଆରମ୍ଭ କରିଛି। ପୌର ପରିଷଦ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଏହି ପ୍ରକ୍ରିୟାରେ ଅସ୍ଥାୟୀ ଉଠା ଦୋକାନଗୁଡ଼ିକୁ ପ୍ରଶାସନର ଉପସ୍ଥିତିରେ ଭଙ୍ଗା ଯାଉଛି। ଉଚ୍ଛେଦ ପ୍ରକ୍ରିୟାରେ ୨୦ଟି ଦୋକାନ ଭାଙ୍ଗିବାର ନିଷ୍ପତ୍ତି ନିଆଯାଇଛି।
ପୌର ପରିଷଦ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଏହି ପ୍ରକ୍ରିୟାରେ ଅସ୍ଥାୟୀ ଉଠା ଦୋକାନଗୁଡ଼ିକୁ ପ୍ରଶାସନର ଉପସ୍ଥିତିରେ ଭଙ୍ଗା ଯାଉଛି। ଉଚ୍ଛେଦ ପ୍ରକ୍ରିୟାରେ ୨୦ଟି ଦୋକାନ ଭାଙ୍ଗିବାର ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ପକ୍ଷରୁ ନିର୍ବାହୀ ଅଧିକାରୀ ଗୌର ପ୍ରଧାନ, ବ୍ରଜରାଜନଗର ଏ ସ୍ ଡି ପି ଓ ଚିନ୍ତାମଣି ପ୍ରଧାନ, ବେଲପାହାଡ଼ ଆଇ ଏଇ ସି କୃଷ୍ଣଚନ୍ଦ୍ର ମେହେର ଉପସ୍ଥିତ ରହିଛନ୍ତି।
ପ୍ରଶାସନ ପକ୍ଷରୁ ନିର୍ବାହୀ ଅଧିକାରୀ ଗୌର ପ୍ରଧାନ, ବ୍ରଜରାଜନଗର ଏ ସ୍ ଡି ପି ଓ ଚିନ୍ତାମଣି ପ୍ରଧାନ, ବେଲପାହାଡ଼ ଆଇ ଏଇ ସି କୃଷ୍ଣଚନ୍ଦ୍ର ମେହେର ଉପସ୍ଥିତ ରହିଛନ୍ତି। ମାଜିଷ୍ଟେ୍ରଟ ଦାୟିତ୍ୱରେ ବନ୍ଧବାହାଲ ଅତିରିକ୍ତ ତହସିଲଦାର ସନ୍ତୋଷ ନାୟକ ମଧ୍ୟ ରହିଛନ୍ତି।
ଆଜିର ଏହି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ଦେଖି ଅନେକଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/10/14/untitled-2025-10-14-11-43-17.png)