କାମାକ୍ଷାନଗର: ଘନ କୁହୁଡ଼ିର ବଳୟ ମଧ୍ୟରେ କାମାକ୍ଷାନଗର ସହର l ଆଜି ସକାଳୁ କାମାକ୍ଷାନଗର ସହର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛିl କୁହୁଡ଼ିର ଆସ୍ତରଣ ଫଳରେ ରାସ୍ତା ଠିକ ଭାବେ ଦେଖାଯାଉନଥିବା ବେଳେ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି l
କୋଡ଼ିଏ ମିଟର ପରେ ରାସ୍ତା ଦେଖାଯାଉନଥିବା ବେଳେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ସମସ୍ୟା ଦେଖିବାକୁ ମିଳିଛିl ସାରା ସହର କୁହୁଡ଼ିର ଚାଦର ତଳେ ଘୋଡ଼ାଇ ହୋଇ ରହିଥିବା ବେଳେ ଶୀତଦିନ ପୂର୍ବରୁ ଘନ କୁହୁଡ଼ି ଦେଖିବାକୁ ମିଳିଛିl ସମ୍ପୂର୍ଣ୍ଣ କାମାକ୍ଷାନଗର ସହର ଓ ଆଖପାଖ ଅଞ୍ଚଳରେ କୁହୁଡ଼ିର ପ୍ରଭାବ ସକାଳ ୯ଟା ପରଯାଏ ରହିଥିବା ବେଳେ ଦୀର୍ଘ ସମୟ ଧରି ଏହା ଦେଖିବାକୁ ମିଳିଛି।