ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର ପରଲୋକ ଘଟିଛି l ରାଜସ୍ଥାନର ବିକାନୀରରେ ଥିବା ନିଜ ପୈତୃକ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି l ସେ ଓଡ଼ିଆ ଚଳଚ୍ଚିତ୍ର ପତି ପରମେଶ୍ୱର, ଷୋଳ ଶୁକ୍ରବାର, ପ୍ରେମ ବନ୍ଧନ ଓ ଭାଗ୍ୟଚକ୍ର ତଥା ଦୁଇଟି ହିନ୍ଦୀ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ l
ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର ପରଲୋକ ଘଟିଛି l ରାଜସ୍ଥାନର ବିକାନୀରରେ ଥିବା ନିଜ ପୈତୃକ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି l ସେ ଓଡ଼ିଆ ଚଳଚ୍ଚିତ୍ର ପତି ପରମେଶ୍ୱର, ଷୋଳ ଶୁକ୍ରବାର, ପ୍ରେମ ବନ୍ଧନ ଓ ଭାଗ୍ୟଚକ୍ର ତଥା ଦୁଇଟି ହିନ୍ଦୀ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ l
ସେ ମଧ୍ୟ ଜଣେ ଭଲ ଅଭିନେତା ଥିଲେ l ଫୁଲ ଚନ୍ଦନ, ଜାଇଫୁଲ, ପୂଜାଫୁଲ, ଶଙ୍ଖାସିନ୍ଦୂର ଆଦି ସିନେମାର ଅନ୍ୟତମ ନାୟିକା ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଜୟାସ୍ୱାମୀ ତାଙ୍କର ପତ୍ନୀ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/06/gopal-2025-09-06-13-39-20.png)