ଭୁବନେଶ୍ବର: ଯୋଗଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଧାନସଭାରେ କହିଛନ୍ତି, ରାଜ୍ୟରେ କଟନୀଛଟନୀ ଆଉ ନାହିଁ। ଚାଷୀ ଏବେ ବିଭିନ୍ନ ଦିଗରୁ ଉପକୃତ ହେଉଛନ୍ତି। ସରକାର ଦେଉଥିବା ଏମଏସପି ୩୧୦୦ଟଙ୍କା ମିଳିବା ଫଳରେ ଚାଷୀ ବହୁତ ଖୁସି। ସେଇ ଟଙ୍କାରେ ସୁନା,ବାଇକ ଆଦି କିଣୁଛନ୍ତି ଚାଷୀ। ଏବର୍ଷ ଅଭିଯୋଗ ଆସିଥିବା ୨୬ଟି ମିଲକୁ ଆମେ ସିଲ କଲୁ, କାରଣ ଦର୍ଶାଅ ନୋଟିସ ମାରିଲୁ। ସରକାରଙ୍କ କଥା ନ ମାନିଲେ ବେପାର କରି ପାରିବେନି ମିଲର। ସିଷ୍ଟମ ଟାଇଟ ହେଲା ପରେ ମିଲର ଆଉ ଦଲାଲମାନଙ୍କ ସହ ସାମିଲ ଥିବା ଅଫିସରଙ୍କଠୁ ଆରମ୍ଭ କରି କିଛି ବିଧାୟକଙ୍କ ପାଇଁ ତାହା ଅଡ଼ୁଆ ହେଲା। ମୋ ନାଁ ରେ ବିଧାୟକ ଅଭିଯୋଗ ଆଣିଲେ ବିଧାନସଭାରେ। ବିଧାୟକଙ୍କର ବୋଧେ ମିଲରଙ୍କ ଠୁ କମିଶନ ନେବା ବନ୍ଦ ହେଇଯାଇଛି।ସେଥିପାଇଁ ରାଗିକି ବିଧାନସଭାରେ ମୋ ନାଁ ରେ କଲେକସନର ଅଭିଯୋଗ ଆଣିଲେ। ମୁଁ ପ୍ରତୁଶ୍ରୁତି ଦେଉଛି ଦୁର୍ନୀତି ଆଉ କରେଇ ଦେବିନି।
ଯୋଗଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଧାନସଭାରେ କହିଛନ୍ତି, ରାଜ୍ୟରେ କଟନୀଛଟନୀ ଆଉ ନାହିଁ। ଚାଷୀ ଏବେ ବିଭିନ୍ନ ଦିଗରୁ ଉପକୃତ ହେଉଛନ୍ତି। ସରକାର ଦେଉଥିବା ଏମଏସପି ୩୧୦୦ଟଙ୍କା ମିଳିବା ଫଳରେ ଚାଷୀ ବହୁତ ଖୁସି। ସେଇ ଟଙ୍କାରେ ସୁନା,ବାଇକ ଆଦି କିଣୁଛନ୍ତି ଚାଷୀ। ଏବର୍ଷ ଅଭିଯୋଗ ଆସିଥିବା ୨୬ଟି ମିଲକୁ ଆମେ ସିଲ କଲୁ, କାରଣ ଦର୍ଶାଅ ନୋଟିସ ମାରିଲୁ। ସରକାରଙ୍କ କଥା ନ ମାନିଲେ ବେପାର କରି ପାରିବେନି ମିଲର। ସିଷ୍ଟମ ଟାଇଟ ହେଲା ପରେ ମିଲର ଆଉ ଦଲାଲମାନଙ୍କ ସହ ସାମିଲ ଥିବା ଅଫିସରଙ୍କଠୁ ଆରମ୍ଭ କରି କିଛି ବିଧାୟକଙ୍କ ପାଇଁ ତାହା ଅଡ଼ୁଆ ହେଲା। ମୋ ନାଁ ରେ ବିଧାୟକ ଅଭିଯୋଗ ଆଣିଲେ ବିଧାନସଭାରେ। ବିଧାୟକଙ୍କର ବୋଧେ ମିଲରଙ୍କ ଠୁ କମିଶନ ନେବା ବନ୍ଦ ହେଇଯାଇଛି।ସେଥିପାଇଁ ରାଗିକି ବିଧାନସଭାରେ ମୋ ନାଁ ରେ କଲେକସନର ଅଭିଯୋଗ ଆଣିଲେ। ମୁଁ ପ୍ରତୁଶ୍ରୁତି ଦେଉଛି ଦୁର୍ନୀତି ଆଉ କରେଇ ଦେବିନି। ଏଣେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବୟାନ ପରେ କହିଛନ୍ତି , ଯୋଗାଣ ମନ୍ତ୍ରୀଙ୍କ ମନ୍ତବ୍ୟ ଠିକ ନାହିଁ।
ଏଣେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବୟାନ ପରେ କହିଛନ୍ତି , ଯୋଗାଣ ମନ୍ତ୍ରୀଙ୍କ ମନ୍ତବ୍ୟ ଠିକ ନାହିଁ । ମୋ ନାଆଁ ରେ ପ୍ରମାଣ ଦେଲେ ମୁଁ ରାଜନୀତି ଛାଡ଼ିଦେବି। ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକ ଆଉ ମିଲର ଜାଣିଛନ୍ତି ମୁଁ ପଇସା ଖାଏ କି ନ ଖାଏ । ସେ ମୋଦି ହାୱାରେ ଜିତିଯାଇଛନ୍ତି ମୁଁ କିନ୍ତୁ ବର୍ଷ ବର୍ଷ ଧରି ଜିତିଆସୁଅଛି । ମୁଁ ଖୁବଶୀଘ୍ର ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣ ଦେବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/17/hlXdUkYYSSaJDVhglfCr.jpg)