ଜଗତସିଂପୁର: ଜଗତସିଂହପୁରରନବକୃଷ୍ଣଚୌଧୁରୀଷ୍ଟାଡିୟମରେ ବିଜେପିସରକାରଙ୍କର୧୦୦ଦିନପୂର୍ତ୍ତିଉପଲକ୍ଷେଜିଲ୍ଲାସ୍ତରୀୟବିକାଶମେଳା ଉଦଘାଟିତ ହୋଇଥିଲା। ଏହାକୁ ମୁଖ୍ୟଅତିଥିଉପମୁଖ୍ୟମନ୍ତ୍ରୀପ୍ରଭାତୀପରିଡ଼ା ଉଦ୍ଘାଟନକରିଥିଲେ। ଏହିବିକାଶମେଳାରେଶିଳ୍ପମନ୍ତ୍ରୀସମ୍ପଦଚନ୍ଦ୍ରସ୍ୱାଇଁ, ଜଗତସିଂପୁରସାଂସଦବିଭୁ ପ୍ରସାଦତରାଇ, ଜଗତସିଂପୁରବିଧାୟକଅମରେନ୍ଦ୍ରଦାସ, ଜିଲ୍ଲାପାଳଜେସୋନାଲପ୍ରମୁଖଉପସ୍ଥିତଥିଲେ।
ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀପ୍ରଭାତୀପରିଡ଼ାସକାଳେମାଶାରଳାଙ୍କଦର୍ଶନକରିଥିଲେ।ଅପରାହ୍ନରେଜିଲ୍ଲାପ୍ରଶାସନପକ୍ଷରୁଆୟୋଜିତଏହିବିକାଶମେଳାରଷ୍ଟଲ୍ମାନଙ୍କରେପରିଦର୍ଶନକରିଥିଲେଉପମୁଖ୍ୟମନ୍ତ୍ରୀପ୍ରଭାତୀପରିଡ଼ା।