ପୁରୀ: ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ। ପାର୍କିଂରୁ ଖସିପଡିଲା ଗାଡ଼ି, ଚାଳକ ଗୁରୁତର। ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ। ପାର୍କିଂରୁ ଖସିପଡିଲା ଗାଡ଼ି, ଚାଳକ ଗୁରୁତର। ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଚାଳକ ଗାଡ଼ି ସହ ତଳକୁ ଖସିପଡ଼ିଥିଲେ। ଏହାପରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସାବଧାନତା ଯୋଗୁଁ ଗାଡ଼ି ତଳକୁ ଖସିପଡ଼ିଥିବା କୁହାଯାଉଛି।
ଚାଳକ ଗାଡ଼ି ସହ ତଳକୁ ଖସିପଡ଼ିଥିଲେ। ଏହାପରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସାବଧାନତା ଯୋଗୁଁ ଗାଡ଼ି ତଳକୁ ଖସିପଡ଼ିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/24/puri-dhh-2025-08-24-14-49-36.png)