ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶାରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ମହମ୍ମଦ ମହସୀନଙ୍କୁ ରବିବାର କର୍ଣ୍ଣାଟକ ବଦଳି କରିଛନ୍ତି। ମହସୀନ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାମ କରିବେ।
Election Commission of India has transferred Mohammed Mohsin (who was appointed General Observer in Odisha for the Lok Sabha elections) to the office of Karnataka Chief Electoral Officer.
— ANI (@ANI) April 21, 2019