ଲୋକସଭା ନିର୍ବାଚନରେ ଓଡ଼ିଶା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ମହମ୍ମଦ ମହସୀନଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶାରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ମହମ୍ମଦ ମହସୀନଙ୍କୁ ରବିବାର କର୍ଣ୍ଣାଟକ ବଦଳି କରିଛନ୍ତି। ମହସୀନ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାମ କରିବେ।

 

ସମ୍ବନ୍ଧିତ ଖବର