ଜାଣନ୍ତୁ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ନିର୍ବାଚନ ଟ୍ରେଣ୍ଡ୍‌

ଭୁବନେଶ୍ୱର: ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବା ପରେ ବିଭିନ୍ନ ଦଳମାନଙ୍କର ବିଜୟ ଓ ପରାଜୟର ଟ୍ରେଣ୍ଡ୍‌ ସାମ୍ନାକୁ ଆସିଛି। ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ବିଜେଡି ୧୦୮, ବିଜେପି ୨୩, କଂଗ୍ରେସ ୧୩ ଓ ଅନ୍ୟାନ୍ୟ ୨ ଆସନରେ ଆଗୁଆ ରହିଥିବା ଜାଣିବାକୁ ମିଳିଛି। ସେହିପରି ରଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ଶାସକ ବିଜେଡି ୧୪ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି। ନିମ୍ନରେ କେଉଁ ବିଧାନସଭା ଓ ଲୋକସଭା ଆସନରେ କିଏ ଆଗରେ ରହିଛି ତାହା ଉଲ୍ଲେଖ କରାଯାଇଛି।

ତେଲକୋଇ ବିଧାନସଭା ଆସନରେ ବିଜେଡି ଆଗୁଆ।
ସତ୍ୟବାଦୀ ବିଧାନସଭା ଆସନରେ ବିଜେଡି ଆଗୁଆ।
ପୋଲସରା ବିଧାନସଭା ଆସନରେ ବିଜେଡି ଆଗୁଆ।
ଆସ୍କା ଲୋକସଭା ଆସନରେ ବିଜେଡି ଆଗୁଆ।
ଛତ୍ରପୁର ବିଧାନସଭା ଆସନରେ ବିଜେଡି ଆଗୁଆ।
ନିଆଳି ବିଧାନସଭା ଆସନରେ ବିଜେଡି ଆଗୁଆ।
ରାଉରକେଲା ବିଧାନସଭା ଆସନରେ ବିଜେଡି ଆଗୁଆ।
ସମ୍ବଲପୁର ବିଧାନସଭା ଆସନରେ ବିଜେପି ଆଗୁଆ।
ପୁରୀ ବିଧାନସଭା ଆସନରେ ବିଜେଡି ଆଗୁଆ।
ନର୍ଲା ବିଧାନସଭା ଆସନରେ ବିଜେଡି ଆଗୁଆ।
ଜୁନାଗଡ଼ ବିଧାନସଭା ଆସନରେ ବିଜେଡି ଆଗୁଆ।
ଧର୍ମଗଡ଼ ବିଧାନସଭା ଆସନରେ ବିଜେଡି ଆଗୁଆ।
ଭବାନୀପାଟଣା ବିଧାନସଭା ଆସନରେ ବିଜେପି ଆଗୁଆ।
କଳାହାଣ୍ଡି ଲୋକସଭା ଆସନରେ ବିଜେପି ଆଗୁଆ।
ତେଲକୋଇ ବିଧାନସଭା ଆସନରେ ବିଜେପି ଆଗୁଆ।
ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ଆଗୁଆ।
ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ଆଗୁଆ।
ମୟୂରଭଞ୍ଜ ଲୋକସଭା ଆସନରେ ବିଜେଡି ଆଗୁଆ।
କବିସୂର୍ଯ୍ୟନଗର ବିଧାନସଭା ଆସନରେ ବିଜେଡି ଆଗୁଆ।

ଖଲିକୋଟ ବିଧାନସଭା ଆସନରେ ବିଜେଡି ଆଗୁଆ।
ଛତ୍ରପୁର ବିଧାନସଭାରେ ବିଜେଡି ଆଗୁଆ।
ଆନନ୍ଦପୁର ବିଧାନସଭାରେ ବିଜେଡି ଆଗୁଆ।
ଯାଜପୁର ବିଧାନସଭା ଆସନରେ ବିଜେଡି ଆଗୁଆ
ଧର୍ମଶାଳା ବିଧାନସଭାରେ ବିଜେଡି ଆଗୁଆ।
କୋରେଇ ବିଧାନସଭାରେ ବିଜେଡି ଆଗୁଆ।
ସୁକିନ୍ଦା ବିଧାନସଭାରେ ବିଜେଡି ଆଗୁଆ।
ବିଞ୍ଝାରପୁର ବିଧାନସଭାରେ ବିଜେଡି ଆଗୁଆ।
ବରି ବିଧାନସଭାରେ ବିଜେଡି ଆଗୁଆ।
ବଡ଼ଚଣା ବିଧାନସଭାରେ ବିଜେପି ଆଗୁଆ।
ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପି ଆଗୁଆ।
ବ୍ରହ୍ମଗିରି ବିଧାନସଭାରେ ବିଜେପି ଆଗୁଆ।
ଜି. ଉଦୟଗିରି ବିଧାନସଭା ଆସନରେ ବିଜେଡି ଆଗୁଆ।
ସତ୍ୟବାଦୀ ବିଧାନସଭାରେ ବିଜେପି ଆଗୁଆ।
ପାରଳାଖେମୁଣ୍ଡି ବିଧାନସଭାରେ କଂଗ୍ରେସ ଆଗୁଆ।
ମୋହନା ବିଧାନସଭାରେ କଂଗ୍ରେସ ଆଗୁଆ।
ଖରିଆର ବିଧାନସଭାରେ କଂଗ୍ରେସ ଆଗୁଆ।
ନୂଆପଡ଼ା ବିଧାନସଭାରେ ବିଜେଡି ଆଗୁଆ।
ଭବାନୀପାଟଣା ବିଧାନସଭାରେ ବିଜେପି ଆଗୁଆ।

ସମ୍ବନ୍ଧିତ ଖବର