ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ-ବଳାଙ୍ଗ ଥାନା ଓ ସିଆରପିଏଫ କ୍ୟାମ୍ପ୍ରେ ପଶି ହାତୀପଲ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ହାତୀପଲଙ୍କୁ ନେଇ କେ ବଲାଙ୍ଗ ଥାନା ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଏହି ହାତୀ ପଲ ସିଆରପିଏଫ୍ କ୍ୟାମ୍ପର ରୋଷେଇଘର ଭାଙ୍ଗି ଦେଇଥିବା ବେଳେ ନକଟରେ ଥିବା ଏକ ସ୍କୁଲ ଘରକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି। ସେହିପରି ଥାନା ଭିତର ପଶି ମଧ୍ୟ ହାତୀ ପଲ କ୍ଷତି କରିଥିବା ଜଣାପଡ଼ିିଛି।
ସୁନ୍ଦରଗଡ଼: ଥାନା, ସିଆରପିଏଫ କ୍ୟାମ୍ପରେ ହାତୀପଲଙ୍କ ଭଙ୍ଗାରୁଜା
/sambad/media/post_attachments/wp-content/uploads/2017/11/rourkela.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)