ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଚିକିତ୍ସାଧୀନ ଅବସ୍ଥାରେ ଏକ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀଟିର ବୟସ ୧୦ ବର୍ଷ ହୋଇଥିବା ବେଳେ, ଗତ ସପ୍ତାହେ ହେବ ଚିକିତ୍ସାଧୀନ ଅବସ୍ଥାରେ ଥିଲା। ପମ୍ପାସର ସେକ୍ସନ, ବଲଙ୍ଗ ବିଟ, ୧୩ ନମ୍ବର କମ୍ପାର୍ଟମେଣ୍ଟ ହାତୀର ମୃତଦେହ ଠାବ ହୋଇଛି।
elephant
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)