ରାଉରକେଲା: ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛିl ଲାଠିକଟା ବ୍ଲକ ଅନ୍ତର୍ଗତ ପାନପୋଷ ରେଞ୍ଜ ନୂଆଗାଁରେ ଆଜି ଭୋରୁ ଏମିତି ଘଟଣା ଘଟିଛିl ହାତୀପଲ ଯାଉଥିଲା ବେଳେ ଇଟା ଭାଟିକୁ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ମାଈ ହାତୀ ଆସିଯାଇଥିଲାl ଏହାଫଳରେ ଘଟଣାସ୍ଥଳରେ ହିଁ ତାର ପ୍ରାଣହାନି ଘଟିଛି। ସ୍ଥାନୀୟ ଲୋକ ଏହା ଦେଖି ବନ ବିଭାଗକୁ ସୂଚନା ଦେଇଥିଲେl ପାନପୋଷ ରେଞ୍ଜ ଅଧିକାରୀ ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିl
ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ
ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛିl ଲାଠିକଟା ବ୍ଲକ ଅନ୍ତର୍ଗତ ପାନପୋଷ ରେଞ୍ଜ ନୂଆଗାଁରେ ଆଜି ଭୋରୁ ଏମିତି ଘଟଣା ଘଟିଛିl ପାନପୋଷ ରେଞ୍ଜ ଅଧିକାରୀ ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିl
/sambad/media/post_attachments/wp-content/uploads/2023/06/elephant-narasinghpur-603x430-4.jpg)