ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଡଙ୍ଗାପାଳ ଗ୍ରାମରେ ଗତକାଲି ରାତି ୯ ଟାରେ ବିଦ୍ୟୁତ ଆଘାତରେ ଏକ ହାତୀ ମୃତ୍ୟୁବରଣ କରିଛି। ରାତିରେ ରେଞ୍ଜର, ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳେଇଛନ୍ତି।