ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ନିଜ ଘର ବାହାରେ ହାତୀ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ପାଟମୁଣ୍ଡା ଗାଁ ହରଚଣ୍ଡା ସାହିରେ ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ହାତୀ ଭୟରେ ଘରୁ ପଳାଉ ଥିବାବେଳେ ଉକ୍ତ ବ୍ୟକ୍ତିଜଣକ ହାତୀ ଆକ୍ରମଣର ହୋଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକେ ଭୟରେ ଘରୁ ବାହାରକୁ ବାହାରୁ ନଥିବା କୁହାଯାଉଛି।
ଭୟରେ ଘରୁ ପଳାଉଥିବା ବେଳେ ଦଳିଦେଲା ଦନ୍ତା
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ନିଜ ଘର ବାହାରେ ହାତୀ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଇଥିବାର ଖବର ମିଳିଛି। ପାଟମୁଣ୍ଡା ଗାଁ ହରଚଣ୍ଡା ସାହିରେ ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/media_files/87F1d1nD17C1JDEYCVcH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)