ଭୁବନ: ଢେଙ୍କାନାଳଜିଲ୍ଲା ଭୁବନ ବନଖଣ୍ଡ ଓଡିଶ ପଞ୍ଚାୟତ ଅନ୍ତର୍ଗତ ବେଲପାହାଡ ଗ୍ରାମରେ ଦଶଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତ୍ରିରେ ହାତୀପଲ ଗ୍ରାମରେ ପଶି ବାବୁଲି ମହାରଣା, ଶିଶିର ମହାରଣା, ଈଶ୍ବର ମହାରଣା ଓ ମାଟ୍ରାମ ସିଧୁଙ୍କ ଘର ଭାଙ୍ଗିବା ସହିତ ଧାନଚାଉଳ ଖାଇ ନଷ୍ଟ କରିଥିବା ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତ୍ରିରେ ହାତୀପଲ ଗ୍ରାମରେ ପଶି ବାବୁଲି ମହାରଣା, ଶିଶିର ମହାରଣା, ଈଶ୍ବର ମହାରଣା ଓ ମାଟ୍ରାମ ସିଧୁଙ୍କ ଘର ଭାଙ୍ଗିବା ସହିତ ଧାନଚାଉଳ ଖାଇ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛି।
ତେବେ ବିଳମ୍ବିତ ରାତିରେ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/01/AeX88GvrL9JErbBAMXtB.jpg)