କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଛି। ୧୭ ଟିକିଆ ହାତୀପଲଙ୍କ ଉପଦ୍ରବରେ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଉଛି।
ସୂଚନା ଅନୁଯାୟୀ, ଚମ୍ପୁଆ ରେଞ୍ଜ ଜାଲି ଗାଁରେ ୩ଟି ଘର ଭାଙ୍ଗିଥିବାର ସୂଚନା ଦିଆଯାଇଛି। ଏଣେ ପାଟଣା ରେଞ୍ଜ କାଶିଆ ଗାଁରେ ବି ହାତୀପଲ ୨ଟି ଘର ଭାଙ୍ଗିଛନ୍ତି।
୧୭ ଟିକିଆ ହାତୀପଲଙ୍କ ଉପଦ୍ରବ: ଅଞ୍ଚଳବାସୀ ଆତଙ୍କିତ
କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଛି। ୧୭ ଟିକିଆ ହାତୀପଲଙ୍କ ଉପଦ୍ରବରେ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଉଛି।
/sambad/media/post_attachments/wp-content/uploads/2024/06/elephant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)