ଗୁଣପୁର: ରାୟଗଡ଼ାଜିଲ୍ଲା ଗୁଣପୁର ଥାନା ନିକଟ ତଥା କଲେଜ ରୋଡରେ ରହୁଥିବା ଜନୈକ ଛାତ୍ର ରୁଦ୍ର ନାରାୟଣ ବେହେରା (୨୨) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ରୁଦ୍ର ଜି ଆଇ ଇ ଟି ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଥିବାବେଳେ ତାଙ୍କ ଘର ଛତ୍ରପୁର ବୋଲି ଜଣାପଡ଼ିଛି l ଗୁରୁବାର ସଂଧ୍ୟାରେ ମା ବାହାରକୁ ଯାଇ ଥିବାବେଳେ ଏହାର ସୁଯୋଗ ନେଇ ଛାତ୍ରଜଣଙ୍କ ବେକରେ ଲୁଗା ଦେଇ ଫ୍ୟlନରେ ଝୁଲି ପଡ଼ିଥିଲେ l
ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ନିକଟ ତଥା କଲେଜ ରୋଡରେ ରହୁଥିବା ଜନୈକ ଛାତ୍ର ରୁଦ୍ର ନାରାୟଣ ବେହେରା (୨୨) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ରୁଦ୍ର ଜି ଆଇ ଇ ଟି ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଥିବାବେଳେ ତାଙ୍କ ଘର ଛତ୍ରପୁର ବୋଲି ଜଣାପଡ଼ିଛି l ଗୁରୁବାର ସଂଧ୍ୟାରେ ମା ବାହାରକୁ ଯାଇ ଥିବାବେଳେ ଏହାର ସୁଯୋଗ ନେଇ ଛାତ୍ରଜଣଙ୍କ ବେକରେ ଲୁଗା ଦେଇ ଫ୍ୟlନରେ ଝୁଲି ପଡ଼ିଥିଲେ l ପୁୂଲିସ ଏ ସଂପର୍କରେ ଖବର ପାଇ ଛାତ୍ରଙ୍କୁ ଉଦ୍ଧାର କରି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ l
ପୁୂଲିସ ଏ ସଂପର୍କରେ ଖବର ପାଇ ଛାତ୍ରଙ୍କୁ ଉଦ୍ଧାର କରି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ l ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ଜଣାପଡ଼ିନ ଥିବାବେଳେ ଘରୁ ଏକ ସୁଇସlଇଡ ନୋଟ ପୁଲିସ ଜବତ କରିଥିବା ଜଣାପଡ଼ିଛି l ପୁଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି l