ନୂଆଦିଲ୍ଲୀ: ଚଳିତ ଥର ହେବାକୁ ଥିବା ୭ଟି ପର୍ଯ୍ୟାୟରେ ନିର୍ବାଚନ ସମାପ୍ତ ହୋଇଛି। କେବଳ ଫଳାଫଳକୁ ଅପେକ୍ଷା। ଗତକାଲି ଶେଷ ପର୍ଯ୍ୟାୟ ମତଦାନ ସମାପ୍ତ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ ପ୍ରକାଶ ପାଇଥିଲା। ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଶାସନ କ୍ଷମତାକୁ ଆସିପାରନ୍ତି।
If the results are in Modi’s favor on 23rd (as all exit polls are saying), just one request to the opposition. Please, please spend the next 5 years improving yourselves rather than hating Modi.
— Chetan Bhagat (@chetan_bhagat) 20 May 2019
If the Exit Polls are accurate, i just hope Pragya Thakur also wins. India can go all out in its journey to be a Terror State
— Joy (@Joydas) 20 May 2019
We were lucky that we didnt have Exit Polls during our School results...
*Otherwise our parents would have started thrashing us 3-4 days in advance of the result*
???— Shobhaa De (@DeShobhaa) 20 May 2019
Mahagathbandhan WhatsApp group fake chat after yesterday's exit polls. pic.twitter.com/3gFPnU3JTB
— THE SKIN DOCTOR (@theskindoctor13) 20 May 2019
ତେବେ, ଏହି ଏକ୍ଜିଟ୍ ପୋଲ୍କୁ ନେଇ ଟ୍ଵିଟ୍ରରେ ଗୁଡ଼ାଏ ମଜ୍ଜା ମଜ୍ଜା ଟ୍ଵିଟ୍ ସବୁ ଦେଖିବାକୁ ମିଳିଛି। କେହି କେହି ଏକଜିଟ୍ ପୋଲ୍ କେବେ ଏକ୍ଜାଟ୍ ପୋଲ ନୁହେଁ ବୋଲି କହିଥିବା ବେଳେ ଆଉ କେହି ଏକ୍ଜିଟ୍ ପୋଲ୍କୁ ନେଇ ମଜାଦାର ମେମେ ସବୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଏହି ଏକ୍ଜିଟ୍ ପୋଲ୍କୁ ନେଇ କେତେକ ମଜାଦାର୍ ଟ୍ଵିଟ୍ ଦିଆଯାଇଛି।