ଭୁବନେଶ୍ବର: ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ ହୋଇଛି। ନାମୀଦାମୀ କମ୍ପାନିର ନାଁରେ ମେଡ଼ିସିନ୍ ବିକ୍ରି ଚାଲିଥିବା ନେଇ ହୋଇଥିବା ଅଭିଯାଗରେ ପରେ ଡ୍ରଗ୍ସ କଣ୍ଟ୍ରୋଲର ଚଢ଼ାଉ କରିଥିବା ଜଣାଯାଇଛି ।
ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ ହୋଇଛି। ନାମୀଦାମୀ କମ୍ପାନିର ନାଁରେ ମେଡ଼ିସିନ୍ ବିକ୍ରି ଚାଲିଥିବା ନେଇ ହୋଇଥିବା ଅଭିଯାଗରେ ପରେ ଡ୍ରଗ୍ସ କଣ୍ଟ୍ରୋଲର ଚଢ଼ାଉ କରିଥିବା ଜଣାଯାଇଛି । ନକଲି ଔଷଧ ନେଇ ଡ୍ରଗ୍ସ କଣ୍ଟ୍ରୋଲର ପାଖରେ ହୋଇଥିଲା ଅଭିଯୋଗ । ଏନେଇ ସିଆରପି ଅଞ୍ଚଳରେ ଥିବା ଏକାଧିକ ଦୋକାନଗୁଡ଼ିକୁ ଯାଇ ଔଷଧଗୁଡିକୁ ଯାଞ୍ଚ କରୁଛି ଡ୍ରଗ୍ସ ସ୍କ୍ୱାଡ୍ର ଟିମ୍ ।
ନକଲି ଔଷଧ ନେଇ ଡ୍ରଗ୍ସ କଣ୍ଟ୍ରୋଲର ପାଖରେ ହୋଇଥିଲା ଅଭିଯୋଗ । ଏନେଇ ସିଆରପି ଅଞ୍ଚଳରେ ଥିବା ଏକାଧିକ ଦୋକାନଗୁଡ଼ିକୁ ଯାଇ ଔଷଧଗୁଡିକୁ ଯାଞ୍ଚ କରୁଛି ଡ୍ରଗ୍ସ ସ୍କ୍ୱାଡ୍ର ଟିମ୍ ।