ଭଦ୍ରକ- ଆନନ୍ଦପୁର ରାସ୍ତାରେ ଧାନ ଢାଳି ଆନ୍ଦୋଳନ କଲେ ଶତାଧିକ ଚାଷୀ

ଭଦ୍ରକ: ଭଦ୍ରକ- ଆନନ୍ଦପୁର ରାସ୍ତାରେ ଧାନ ଢ଼ାଳି ଶତାଧିକ ଚାଷୀ ଚାଷୀ ଆନ୍ଦୋଳନ କରୁଥିବାର ଖବର ମିଳିଛି। ନବନିର୍ମାଣ କୃଷକ ସଂଗଠନ ଓ ବନ୍ତ ବ୍ଲକର ସ୍ଥାନୀୟ ଗଣିଯାଙ୍ଗ ଅଞ୍ଚଳର ଶତାଧିକ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ସମବାୟ ସମିତି ଚାଷୀଙ୍କ ଠାରୁ ଧାନ ନେଉ ନଥିବା ବେଳେ ଚାଷୀ ଆଜି ରାସ୍ତାରେ ଧାନ ଢ଼ାଳି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀଙ୍କ ପ୍ରତି ସରକାରଙ୍କର ଏଭଳି ମନୋଭାବକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର