ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ସାତପାହଚ ନିକଟରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ଶ୍ରଦ୍ଧାଳୁଙ୍କ ପରିବାରର ଛୋଟ ପିଲା ଆହତ ହୋଇଥିବା କୁହାଯାଉଛି।
ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ସାତପାହଚ ନିକଟରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ଶ୍ରଦ୍ଧାଳୁଙ୍କ ପରିବାରର ଛୋଟ ପିଲା ଆହତ ହୋଇଥିବା କୁହାଯାଉଛି। ତେବେ କେଉଁ କାରଣ ପାଇଁ ଏହି ଗଣ୍ଡଗୋଳ ହୋଇଛି, ତାହା ସ୍ପଷ୍ଟଭାବେ ଜଣାପଡ଼ିନାହିଁ । କିନ୍ତୁ ଉଭୟ ଶ୍ରଦ୍ଧାଳୁଙ୍କ ପରିବାର ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।
ତେବେ କେଉଁ କାରଣ ପାଇଁ ଏହି ଗଣ୍ଡଗୋଳ ହୋଇଛି, ତାହା ସ୍ପଷ୍ଟଭାବେ ଜଣାପଡ଼ିନାହିଁ । କିନ୍ତୁ ଉଭୟ ଶ୍ରଦ୍ଧାଳୁଙ୍କ ପରିବାର ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।
puri jagannath temple
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/25/eR9eIpqXrZO3LGVmn27m.jpg)