ସଇଁତଲା: ପଶ୍ଚିମ ଓଡ଼ିଶାର ଭାଇଭଉଣୀଙ୍କ ମହାନ ପର୍ବ ଭାଇ ଜୁଇତା ସମ୍ପର୍କରେ ବଲାଙ୍ଗୀରଜିଲ୍ଲା ବାହାଲପଦର ଗ୍ରାମର ଭକ୍ତ ଛାତ୍ରିଆ ତାଙ୍କ ମୋବାଇଲ ନମ୍ବର ୬୩୭୦୩୦୩୬୮୮ରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଘଟଣାରେ ସଇଁତଲା ଅଞ୍ଚଳର ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ସଇଁତଲା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ସଇଁତଲା ବଜରଙ୍ଗ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସାଙ୍ଗେ ସାଙ୍ଗେ ଅଭିଯୁକ୍ତଙ୍କ ବିରୋଧରେ ଦୃଡ଼ କାର୍ଯ୍ୟନୁଷ୍ଠାନ ପାଇଁ ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି।
ପଶ୍ଚିମ ଓଡ଼ିଶାର ଭାଇଭଉଣୀଙ୍କ ମହାନ ପର୍ବ ଭାଇ ଜୁଇତା ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ବାହାଲପଦର ଗ୍ରାମର ଭକ୍ତ ଛାତ୍ରିଆ ତାଙ୍କ ମୋବାଇଲ ନମ୍ବର ୬୩୭୦୩୦୩୬୮୮ରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଘଟଣାରେ ସଇଁତଲା ଅଞ୍ଚଳର ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ସଇଁତଲା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ସଇଁତଲା ବଜରଙ୍ଗ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସାଙ୍ଗେ ସାଙ୍ଗେ ଅଭିଯୁକ୍ତଙ୍କ ବିରୋଧରେ ଦୃଡ଼ କାର୍ଯ୍ୟନୁଷ୍ଠାନ ପାଇଁ ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି।କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବଜରଙ୍ଗ ଦଳ ରାଜରାସ୍ତା ଓହ୍ଲାଇବ ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି।
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବଜରଙ୍ଗ ଦଳ ରାଜରାସ୍ତା ଓହ୍ଲାଇବ ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି। ଥାନାରେ ଅଭିଯୋଗ ପତ୍ର ଦେବା ସମ ରେ ନରେନ୍ଦ୍ର ବେହେରା, ରାକେଶ ସାହୁ, ଯୋଗେଶ କୁମାର ସିଂଦେଓ, ପିଣ୍ଟୁ ଭୋଇ, ଲିପନ ରଣା, ହେମନ୍ତ ସାହୁଙ୍କ ସମେତ ଶତାଧିକ ବଜରଙ୍ଗ ଦଳ କର୍ମୀ ଉପସ୍ଥିତ ଥିଲେ।