ବାଲିକୁଦା: ଜଗତସିଂହପୁରଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଜନତାକୋଠିରେ ଏକ ବହି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବୁକ୍ ଆଣ୍ଡ ସାହୁ ଏଜେନ୍ସିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏଥିରେ ୨ ଗୁରୁତର ହୋଇଥିବାର ସୂଚନା ରହିଛି।ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷାଧିକ ଟଙ୍କାର ବହି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀଙ୍କ ଦ୍ବାରା ନିଆଁ ଆୟତ୍ତ ହୋଇଛି।
fire
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/23/u90slSrvUx4Ri9cfWiQy.jpg)