ଧୂଷୁରୀ ବଜାରେ ଇଲେକ୍ଟ୍ରିକାଲ ସରଞ୍ଜାମ ଦୋକାନରେ ଅଗ୍ନିକାଣ୍ଡ: ଜଳିଗଲା ୧୦ ଲକ୍ଷ ଟଙ୍କାର ବିଦ୍ୟୁତ୍ ସରଞ୍ଜାମ
ଭଦ୍ରକ ଜିଲ୍ଲା ଧୂଷୁରୀ ବଜାରେ ଥିବା ଏକ ଇଲେକ୍ଟ୍ରିକାଲ ସରଞ୍ଜାମ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୦ ଲକ୍ଷ ଟଙ୍କାର ବିଦ୍ୟୁତ୍ ସରଞ୍ଜାମ ଜଳିଯାଇଥିବାର ସୂଚନା ରହିଛି।
/sambad/media/media_files/2025/01/23/cMO9iWEJdzmiCOdcdlGe.jpg)