ପୁରୀ: ପୁରୁଣା ବ୍ୟାରିକେଡରେ ନିଆଁ ଲାଗିଥିବା ଜଣାଯାଇଛି। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଗଦା ଦେଇଥିବା ପୁରୁଣା ବ୍ୟାରିକେଡର ସାମଗ୍ରୀରେ ନିଆଁ ଲାଗିଛି। ଏହାଫଳରେ ପୁରୀର ପରିବେଶ ଧୂଆଁମୟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାର ସନ୍ଦେହ କରାଯାଉଛି।
fire
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/06/0huPKRbsbZfxwd8SngoU.jpg)