ଓଡ଼ିଶା ସରକାରଙ୍କ କୋଭିଡ୍ ପରାମର୍ଶଦାତା କମିଟିର ପ୍ରଥମ ବୈଠକ

ଭୁବନେଶ୍ବର :  ଓଡ଼ିଶା ସରକାରଙ୍କ କୋଭିଡ୍ ସମ୍ପର୍କିତ ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ଓ ଭବିଷ୍ୟତରେ ଆସିବାକୁ ଥିବା ଲହରୀ ଗୁଡ଼ିକର କିପରି ମୁକାବିଲା କରାଯ଼ିବ ସେ ନେଇ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଥିଲେ ।

ଡ. ସିଭିକେ ମହାନ୍ତିଙ୍କ ଆବାହକତ୍ବରେ ଆୟୋଜିତ ଏହି ବୈଠକରେ କମିଟିର ମୁଖ୍ୟ  କେ.ଶ୍ରୀକାନ୍ତ ରେଡ୍ଡୀ, ଡ.ଦେବୀ ସେଟ୍ଟୀ, ଡ.ରମାକାନ୍ତ ପଣ୍ଡା, ଡ.ସୁବ୍ରତ ଆଚାର୍ଯ୍ୟ, ଲଲିତ କାନ୍ତ, ଡ.ମୃଦୁଳା ଫାଡକେ, ଡ.ଦତ୍ତେଶ୍ବର ହୋତା, ଭି.ଭେଙ୍କର ରାଓ, ସଂଘମିତ୍ରା ପତି, ଏମଆର ପଟ୍ଟନାୟକ, ଅଜୟ ପରିଡ଼ା ପ୍ରମୁଖ ଯ଼ୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର