ମତଦାନ ଲାଗି ଆପଣମାନେ ପ୍ରସ୍ତୁତ ତ? ଜାଣନ୍ତୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି କେଉଁ ସବୁ ବିଶେଷ ବ୍ୟବସ୍ଥା ଉପଲବ୍ଧ କରାଇଛନ୍ତି ନିର୍ବାଚନ କମିସନ

• ସମୁଦାୟ ୩୦ଟି ମତଦାନ କେନ୍ଦ୍ରରେ କେବଳ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି।
• ଗୋଟିଏ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ଦିବ୍ୟାଙ୍ଗ।
• ସମୁଦାୟ ୨୩୭୫ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି।
• ୪୮୬ଟି ମତଦାନ କେନ୍ଦ୍ରରେ େଓ୍ଵବ୍‌କାଷ୍ଟିଂ ସୁବିଧା ଉପଲବ୍ଧ।
• ୨୧୮ଟି ମତଦାନ କେନ୍ଦ୍ରରେ ସି.ସି.ଟି.ଭି ଲାଗିଛି।
• ସେହିପରି ୪୦୮ଟି ମତଦାନ କେନ୍ଦ୍ରରେ ମାଇକୋ-ଅବଜର୍ଭର ରହିଛନ୍ତି।
• ଭିଡ଼ିଓଗ୍ରାଫି ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୨୬୦।
• ଷ୍ଟିଲ୍‌ ଫଟୋଗ୍ରାଫି(ସ୍ଥିରଚିତ୍ର)ଉତ୍ତୋଳନ ସୁବିଧା ଥିବା ମତଦାନ କେନ୍ଦ୍ର ସଂଖ୍ୟା୨୨୯।
• ର‍୍ୟାମ୍ପ୍‌ ସୁବିଧା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୩।
• ପାନୀୟ ଜଳ ସୁବିଧା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୨।
• ବିଜୁଳି ସଂଯୋଗ ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୦୮।
• ଆସବାବ ପତ୍ର ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୩।
• ପୁରୁଷ ଶୌଚାଳୟ ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୩।
• ମହିଳା ଶୌଚଳାୟ ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୩।
• ହୁଇଲ୍‌ ଚେୟାର ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୬୯୮୮।
• ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ଡମି ବ୍ୟାଲଟ୍‌ ପେପର୍‌ ଯୋଗାଇ ଯାଇଥିବା ମତଦାନ କେନ୍ଦ୍ର ସଂଖ୍ୟା ୫୦୫୧।
• ମତଦାନ କେନ୍ଦ୍ରରେ ସମୁଦାୟ ୧୨,୧୬୨ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି।
• ଦିବ୍ୟାଙ୍ଗ ଭୋଟରଙ୍କ ପରିବହନ ପାଇଁ ନିୟୋଜିତ ଯାନବାହାନ ସଂଖ୍ୟା ୨୬୧୭।
• ମତଦାନ କାର୍ଯ୍ୟରେ ନିୟୋଜିତ ମୋଟ ଯାନବାହାନ ସଂଖ୍ୟା ୮୮୭୭।

ସମ୍ବନ୍ଧିତ ଖବର