ବାମନାଳ: ଆଜି ନିମାପଡ଼ା ବ୍ଲକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ରବିବାର ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ୩୬କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ରାସ୍ତା ଉନ୍ନତିକରଣ ପ୍ରଶସ୍ତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି।
ନିମାପଡ଼ା ଠାରୁ ବଳଙ୍ଗା ପର୍ଯ୍ୟନ୍ତ ୧୪ କିଲୋମିଟର ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ ଲାଗି ବହୁ ଦିନରୁ ଲୋକମାନେ ଦାବି କରି ଆସୁଥିବାବେଳେ ଆଜି ତାର ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଉପମୁଖ୍ୟମନ୍ତ୍ରୀ ୩୬ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ରାସ୍ତା ଉନ୍ନତିକରଣ ପ୍ରଶସ୍ତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି।
ନିମାପଡ଼ା ଠାରୁ ବଳଙ୍ଗା ପର୍ଯ୍ୟନ୍ତ ୧୪ କିଲୋମିଟର ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ ଲାଗି ବହୁ ଦିନରୁ ଲୋକମାନେ ଦାବି କରି ଆସୁଥିବାବେଳେ ଆଜି ତାର ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତବିଭାଗ ଅଧିକାରୀ ସୋଭାଗ୍ୟରଞ୍ଜନ ତ୍ରିପାଠୀ ,କୁଶାଲ ହେମ୍ରମ ଓ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବିଶ୍ବାଳ, ପୁରୀଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ସାଂସଦ ପ୍ରତିନିଧି ମିନଲତା ମହାନ୍ତି,ଜଚିନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/untitled-2025-09-07-14-31-01.png)