ବାଲିଗୁଡ଼ା: ଦନ୍ତା ହାତୀ ଉତ୍ପାତ ଯୋଗୁ ସାଧାରଣ ଲୋକେ ଅତିଷ୍ଠ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଘୁ.ଉଦୟଗିରି ଓ କଳିଙ୍ଗା ବନ୍ଦ ପାଳନ କରାଯାଉଛି। ଦନ୍ତା ହାତୀକୁ ସ୍ଥାନାନ୍ତର ସହ ଅଞ୍ଚଳବାସୀଙ୍କ ସୁରକ୍ଷା ନିମନ୍ତେ ୪ ଦଫା ଦାବୀ ନେଇ ବନ୍ଦ ଡକରା ଦିଆଯାଇଛି।
୨୦ ଖଣ୍ଡ ଗାଁର ଲୋକ ଜି.ଉଦୟଗିରି ଓ କଳିଙ୍ଗା ୧୨ ଘଣ୍ଟିଆ ବନ୍ଦ ଡକରା ଦେଇଛନ୍ତି। ବାଲିଗୁଡ଼ା– ବ୍ରହ୍ମପୁର ଓ ଫୁଲବାଣୀ – ବ୍ରହ୍ମପୁର ରାଞ୍ଚି ବିଜୟୱାଡ଼ା କରିଡର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି।