ଵାମନାଳ: ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନିମାପଡ଼ା ଅଞ୍ଚଳରେ ଗଣେଶ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡନିନିଗାଁର ସମ୍ପାଦକ ସନ୍ତୋଷ ବରାଳ ନୁତନ କରି ଲେଖାଉଥିବା ଛାତ୍ରଛାତ୍ରୀମାନଙ୍କର ଖଡ଼ି ଛୁଆଁ ହୋଇଥିଲା। ବାମନାଳ ହାଇସ୍କୁଲ,କପିଳେଶ୍ୱର ବିଦ୍ୟାପୀଠ ଓହଳ,ବଡସିରୁବିଳା,ଧନୁଆ,ସଲଙ୍ଗ, ଅନ୍ତୁଆର,ରେଞ୍ଚ, ଧଳେଶ୍ଵର, ନୂଆସନ୍ଥ, କୋଠକୁସାଙ୍ଗ ,ଅରିଷଣ୍ଡ,ବଡନିନିଙ୍ଗାଁ ସରକାରୀ ସ୍କୁଲ ଆଦି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ କୋଠକୁସାଙ୍ଗ, ବଳଙ୍ଗା, ନୁଆସନ୍ଥ, ଉଛୁପୁରୁ, ଗୋପିନାଥପୁର,ଶାଇସ ଶାସନ, ହରିପୁର ପ୍ରମୁଖ ପଞ୍ଚାୟତର ବିଦ୍ୟାଳୟମାନଙ୍କରେ ଓ ପ୍ରତ୍ୟେକ ଗ୍ରାମରେ ଗଣେଶ ପୂଜା ଧୂମଧାମରେ ପାଳିତ ହୋଇଯାଇଛି।
ନିମାପଡ଼ରେ ଗଣେଶ ପୂଜା ପାଳିତ
ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନିମାପଡ଼ା ଅଞ୍ଚଳରେ ଗଣେଶ ପୂଜା ପାଳିତ ହୋଇଯାଇଛି। ବାମନାଳ ହାଇସ୍କୁଲ,କପିଳେଶ୍ୱର ବିଦ୍ୟାପୀଠ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଳିତ ହୋଇଛି।
/sambad/media/media_files/2025/08/27/untitled-2025-08-27-11-46-28.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)