ରାଉରକେଲା: ରାଉରକେଲା ରେଳ ଷ୍ଟେସନ ଦ୍ଵିତୀୟ ପ୍ରବେଶ ପଥ ସମ୍ମୁଖରୁ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ସେକ୍ଟର-୧୪ ର ପ୍ରଫୁଲ୍ଲ ନାୟକ (୩୮) ଓ ସେକ୍ଟର-୧୬ର ମମତା ସିଂହ (୪୭)। ସେମାନଙ୍କ ପାଖରୁ ୩୮,୬୫୦ କେଜି ଗଞ୍ଜେଇ ଜବତ ହୋଇଛି। ଏହାସହ ଏକ କାର୍ ବି ଜବତ ହୋଇଛି।
ବିପୁଳ ଗଞ୍ଜେଇ ଜବତ, ବନ୍ଧାହେଲେ ୨ ଅଭିଯୁକ୍ତ
ରାଉରକେଲା ରେଳ ଷ୍ଟେସନ ଦ୍ଵିତୀୟ ପ୍ରବେଶ ପଥ ସମ୍ମୁଖରୁ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ସେକ୍ଟର-୧୪ ର ପ୍ରଫୁଲ୍ଲ ନାୟକ (୩୮) ଓ ସେକ୍ଟର-୧୬ର ମମତା ସିଂହ (୪୭)।
/sambad/media/media_files/2025/01/06/qrxiK9L9rUfrWnTmTXSV.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)