ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫାଟକ ନିକଟରେ ଗୋଟିଏ ବନ୍ଧୁକ ଓ ଅଫୁଟା ଗୁଳି ଉଦ୍ଧାର ‌କରାଯାଇଛି। ବାଉରିପଦା ସରପଞ୍ଚ ଧରଣୀଧର ନାୟକ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ବନ୍ଧୁକ ଦେଖି ସିମୁଳିଆ ଥାନାକୁ ଖବର ଦେଇଥିଲେ।

Advertisment

ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫାଟକ ନିକଟରେ ଗୋଟିଏ ବନ୍ଧୁକ ଓ ଅଫୁଟା ଗୁଳି ଉଦ୍ଧାର ‌କରାଯାଇଛି। ବାଉରିପଦା ସରପଞ୍ଚ ଧରଣୀଧର ନାୟକ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ବନ୍ଧୁକ ଦେଖି ସିମୁଳିଆ ଥାନାକୁ ଖବର ଦେଇଥିଲେ।  ପରେ ପରେ ସେ ଉକ୍ତ ବନ୍ଧୁକ ଓ ଅଫୁଟା ଗୁଳି ସିମୁଳିଆ ଥାନାରେ ଜିମା ଦେଇଥିଲେ। ସିମୁଳିଆ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 ପରେ ପରେ ସେ ଉକ୍ତ ବନ୍ଧୁକ ଓ ଅଫୁଟା ଗୁଳି ସିମୁଳିଆ ଥାନାରେ ଜିମା ଦେଇଥିଲେ। ସିମୁଳିଆ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।