ଠାକୁରମୁଣ୍ଡାରେ ଚାଞ୍ଚଲ୍ୟ: ସାପ୍ତାହିକ ହାଟରେ ଅର୍ଦ୍ଧଦଗ୍ଧ ଶବ
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ଏକ ଅର୍ଦ୍ଧଦଗ୍ଧ ଶବ ମିଳିଛି। ତେବେ ଏଯାଏ ଶବଟି ଚିହ୍ନଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2022/01/Thakurmunda-Police-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)