ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଜନତା ମଇଦାନରେ ପ୍ରସ୍ତୁତ ହୋଇଥିବା ହ୍ୟାଙ୍ଗରଗୁଡ଼ିକୁ ଭାରତୀୟ ଅଭିଲେଖାଗାରରେ ସ୍ଥାନିତ କରାଯାଇଛି। ଯେଉଁଥିରେ ପ୍ରବାସୀଙ୍କ ଇତିହାସ ଅର୍ଥାତ କେଉଁ କାରଣରୁ କେବେ ଠୁଁ ଭାରତୀୟମାନେ ଯିବା ଆରମ୍ଭ କରିଲେ ବାହାର ଦେଶକୁ ତାହା ଜଣାଯିବ।

Advertisment

ଶ୍ରମିକ ଭାବେ ବାହାରକୁ ଯାଇଥିବା ଭାରତୀୟ ଏବେ ରାଜନୀତି ଠୁଁ ନେଇ ଅର୍ଥନୀତି ପ୍ରତିଟି କ୍ଷେତ୍ରରେ ଏବେ ପ୍ରବାସୀ ଭାରତୀୟ କେତେ  ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି ସେ ସବୁ ଜିନିଷ ଏଥିରେ ଦର୍ଶାଯାଇଛି। ଏଲିଡି ମାଧ୍ୟମରେ ଏ ସବୁ ଜିନିଷକୁ ଦେଖିବେ।