ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ଅର୍ଜୁଣ୍ଡା ପଂଚାୟତ କଦଲିପାଲି ଗ୍ରାମର ଏକ ଚାଷ ଜମିରେ ଜଣେ ଅଚିହ୍ନା ଯୁବତୀଙ୍କର ଝୁଲନ୍ତା ମୃତଦେହ ପଡିରହିଛି। ତାଙ୍କର ଏକ ସ୍କୁଟି ଗାଁ ଭିତରେ ପଡିରହିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡ଼ିନାହିଁ।
ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମଜନିତ ଘଟଣା ହୋଇଥାଇ ପାରେ ବୋଲି ପୁଲିସ ପ୍ରକାଶ କରିଛି। ଯୁବତୀଙ୍କ ପରିଚୟ ଜଣା ପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/16/weLBFtljgnwUwFM0djwD.jpg)