ନୂଆଦିଲ୍ଳୀ: ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ବହୁ ହେବିଓଏଟ୍ ନେତାମାନେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ହେବିଓଏଟ୍ମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଅହମ୍ମଦାବାଦ୍ସ୍ଥିତ ରନିପଠାରୁୁ ଭୋଟ୍ ଦେଇଛନ୍ତି।
PM Narendra Modi after casting his vote at a polling booth in Ranip,Ahmedabad #Gujarat#LokSabhaElections2019pic.twitter.com/B6jDiRf2ka
— ANI (@ANI) April 23, 2019
ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀର ୧୧୨ ନମ୍ବର ବୁଥ୍ରୁ ନିଜର ମତଦାନ କରିଛନ୍ତି।
Chief Minister of Odisha Naveen Patnaik casts his vote at a polling booth in Bhubaneswar. #LokSabhaElections2019#OdishaElections2019pic.twitter.com/DzBcLHFVZa
— ANI (@ANI) April 23, 2019
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ତାଙ୍କ ପତ୍ନୀ ଗୁଜୁରାଟର ଅହମ୍ମଦାବାଦ୍ସ୍ଥିତ ନରନପୁର ସବ୍-ଜୋନାଲ୍ ଅଫିସ୍ରୁ ମତଦାନ କରିଛନ୍ତି।
Gujarat: BJP President Amit Shah and his wife Sonal Shah cast their votes at polling booth in Naranpura Sub-Zonal office in Ahmedabad pic.twitter.com/0lNdyv0XDp
— ANI (@ANI) April 23, 2019
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରଠାରୁ ଭୋଟ୍ ଦେଇଥିବାର ଦେଖିବାକୁ ମିଳିଛନ୍ତି।
Odisha: Union Minister Dharmendra Pradhan casts his vote at a polling booth in Talcher. #OdishaElections2019#LokSabhaElections2019pic.twitter.com/2d7PeX1Hx4
— ANI (@ANI) April 23, 2019
ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳୀ ରାଜକୋଟର ଅନୀଲ ଜ୍ଞାନ ମନ୍ଦିର ସ୍କୁଲ୍ରେ ନିଜର ମତଦାନ କରିଛନ୍ତି।
Gujarat Chief Minister Vijay Rupani and wife Anjali cast their vote at a polling booth in Anil Gyan Mandir school in Rajkot #LokSabhaElections2019pic.twitter.com/miLteXNl9X
— ANI (@ANI) April 23, 2019
ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଆଇଆର୍ସି ଭିଲେଜ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି।
Odisha: Former IAS officer and BJP MP candidate from Bhubaneswar, Aparajita Sarangi casts her vote at polling booth in Government Primary School, IRC village, Bhubaneswar; She is up against former IPS officer and BJD candidate Arup Patnaik pic.twitter.com/ANXxRskUYJ
— ANI (@ANI) April 23, 2019