ଧଣ୍ଡାମୁଣ୍ଡା: ନୂଆ ବର୍ଷ ଅବସରରେ ବୁଧବାର ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଚଳଚଞ୍ଚଳ ହୋଇଛି। ଏଠାରେ ରାଜ୍ ତଥା ରାଜ୍ୟ ବାହାରର ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।
ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଚଳଚଞ୍ଚଳ ହୋଇଛି। ଏଠାରେ ରାଜ୍ ତଥା ରାଜ୍ୟ ବାହାରର ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନେକ ପିକନିକ୍ ପାର୍ଟି ଏଠାକୁ ମଧ୍ୟ ଆସିଥିଲେ ମନ୍ଦିର ପ୍ରଶାସନ ପକ୍ଷରୁ ଭୋର୍ ୪ ଟାରୁ ମନ୍ଦିର ନିତିକାନ୍ତି ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ସେହିପରି ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କନ୍ଦରାଭଟା ଠାରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଛି।
ଅନେକ ପିକନିକ୍ ପାର୍ଟି ଏଠାକୁ ମଧ୍ୟ ଆସିଥିଲେ ମନ୍ଦିର ପ୍ରଶାସନ ପକ୍ଷରୁ ଭୋର୍ ୪ ଟାରୁ ମନ୍ଦିର ନିତିକାନ୍ତି ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ସେହିପରି ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କନ୍ଦରାଭଟା ଠାରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/01/rGmcPJvcZLayhjndh7Ay.jpg)