କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ୫୨୦ ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ ସାଙ୍ଗକୁ ଧୂଳି ଧୂଆଁରେ ଦୃଶ୍ୟମାନ ହେଉନି ରାସ୍ତା । କିଛି ଦିନର ବ୍ୟବଧାନ ପରେ ୫୨୦ ଜାତୀୟ ରାଜପଥରେ ପୁଣି ଦେଖିବାକୁ ମିଳିଛି ଅଘୋଷିତ କର୍ଫ୍ୟୁ। କୋଇଡ଼ାରୁ ରୁଗୁଡ଼ି ଓ କୋଇଡା ରୁ କାଲଟା ରାସ୍ତାରେ ସୃଷ୍ଟି ହୋଇଛି ଅଘୋଷିତ କର୍ଫ୍ୟୁ। ରାସ୍ତା ଯାମ୍ ଏପରି ହୋଇଛି ଯେ ଗୋଟିଏ ଇଞ୍ଚ୍ ମଧ୍ୟ ଚକା ଗଡ଼ୁନି।
କୋଇଡ଼ା ୫୨୦ ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ ସାଙ୍ଗକୁ ଧୂଳି ଧୂଆଁରେ ଦୃଶ୍ୟମାନ ହେଉନି ରାସ୍ତା । କିଛି ଦିନର ବ୍ୟବଧାନ ପରେ ୫୨୦ ଜାତୀୟ ରାଜପଥରେ ପୁଣି ଦେଖିବାକୁ ମିଳିଛି ଅଘୋଷିତ କର୍ଫ୍ୟୁ। କୋଇଡ଼ାରୁ ରୁଗୁଡ଼ି ଓ କୋଇଡା ରୁ କାଲଟା ରାସ୍ତାରେ ସୃଷ୍ଟି ହୋଇଛି ଅଘୋଷିତ କର୍ଫ୍ୟୁ। ରାସ୍ତା ଯାମ୍ ଏପରି ହୋଇଛି ଯେ ଗୋଟିଏ ଇଞ୍ଚ୍ ମଧ୍ୟ ଚକା ଗଡ଼ୁନି। ଅନ୍ୟପଟେ ରାସ୍ତାରେ ଏପରି ଧୂଳି ଉଡ଼ୁଛି ଯେ ରାସ୍ତା ଦୃଶ୍ୟମାନ ନହେବା ସହ ନିଃଶ୍ୱାସ ନେବା କଷ୍ଟକର ହୋଇଛି।
ଅନ୍ୟପଟେ ରାସ୍ତାରେ ଏପରି ଧୂଳି ଉଡ଼ୁଛି ଯେ ରାସ୍ତା ଦୃଶ୍ୟମାନ ନହେବା ସହ ନିଃଶ୍ୱାସ ନେବା କଷ୍ଟକର ହୋଇଛି। କୋଇଡ଼ାକୁ ସଂଯୋଗ କରୁଥିବା ସବୁ ରାସ୍ତା ସକାଳ ୫ ଟାରୁ ବ୍ଲକ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/06/untitled-2025-08-06-12-14-38.png)