ନୀଳଗିରି: ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ। ବିଳମ୍ବିତ ରାତିରେ ଶୋଇଥିବା ବେଳେ ଭାଙ୍ଗିଲା ଘରର ଛପର ଓ କାନ୍ଥ । ସୂଚନା ମୁତାବକ ୨ ଦିନର ଲଗାଣ ବର୍ଷାରେ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଗତକାଲି ବିଳମ୍ବିତ ରାତିରେ ଗ୍ରାମର ବସନ୍ତ ଧାଉଁଡିଆଙ୍କ ପରିବାର ଘରେ ଶୋଇଥିବା ସମୟରେ ହଠାତ ଘରର କାନ୍ଥ ଓ ଛପର ହଠାତ ଭାଙ୍ଗିଥିଲା। ଫଳରେ ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ଘରୁ ବାହାରକୁ ବାହାରିଥିଲେ। ଘରର ସମସ୍ତ ଘରକରଣା ଉପକରଣ ସମେତ ଟିଭି,ପଲଙ୍କ ଓ ଚାଉଳ ମାଟିତଳେ ପୋତିହୋଇରହିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ବେଳେ ସରକାରୀ ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।
/filters:format(webp)/sambad/media/media_files/2025/10/03/untitled-2025-10-03-11-20-35.png)
ଗତକାଲି ବିଳମ୍ବିତ ରାତିରେ ଗ୍ରାମର ବସନ୍ତ ଧାଉଁଡିଆଙ୍କ ପରିବାର ଘରେ ଶୋଇଥିବା ସମୟରେ ହଠାତ ଘରର କାନ୍ଥ ଓ ଛପର ହଠାତ ଭାଙ୍ଗିଥିଲା। ଫଳରେ ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ଘରୁ ବାହାରକୁ ବାହାରିଥିଲେ। ଘରର ସମସ୍ତ ଘରକରଣା ଉପକରଣ ସମେତ ଟିଭି,ପଲଙ୍କ ଓ ଚାଉଳ ମାଟିତଳେ ପୋତିହୋଇରହିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ବେଳେ ସରକାରୀ ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/10/03/untitled-2025-10-03-11-18-42.png)