ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲା ହେମଗିର ଥାନା ଖୁଣ୍ଟିଝରି ଗାଁରେ ଅଘଟଣ ଘଟିଯାଇଛି। ମଦ୍ୟପ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଛି | ମୃତ ମହିଳାଙ୍କ ନାମ ପୁଷ୍ପା ଧରୱାର (୩୦) ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସ୍ୱାମୀ ମାକୁନ୍ଦ ଧନୱାରକୁ ଅଟକ ରଖିଛି ପୋଲିସ । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି ।

Advertisment