ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପୁଲିସ ଗତକାଲି ରାତିରେ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରିଛି | ସାରଦେଇପୁର ନିମାପଡ଼ା ରାସ୍ତାରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ଓଡି ୦୫ ବି ଏକ୍ସ ୫୦୧୮ ନଂ ବିଶିଷ୍ଠ ହାଇୱାକୁ ପୁଲିସ ଅଟକାଇ ଥିଲା | ବାଲି ବୋଝେଇ ହୋଇଥିବା ଦେଖି ଆବଶ୍ୟକୀୟ କାଗଜ ପତ୍ର ଏବଂ ଚାଲଣ ଦେଖାଇବା ପାଇଁ ପୁଲିସ କହିଥିଲା | ହେଲେ ଡ୍ରାଇଭର ପ୍ରମାଣ ଦେଖାଇ ପାରି ନ ପାରିବାରୁ ବାଲି ଗାଡିକୁ ଥାନା ହେପାଜତ କୁ ନେଇ ଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି |
ବାଲିପାଟଣା ଥାନା ପୁଲିସ ଗତକାଲି ରାତିରେ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରିଛି | ସାରଦେଇପୁର ନିମାପଡ଼ା ରାସ୍ତାରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ଓଡି ୦୫ ବି ଏକ୍ସ ୫୦୧୮ ନଂ ବିଶିଷ୍ଠ ହାଇୱାକୁ ପୁଲିସ ଅଟକାଇ ଥିଲା | ବାଲି ବୋଝେଇ ହୋଇଥିବା ଦେଖି ଆବଶ୍ୟକୀୟ କାଗଜ ପତ୍ର ଏବଂ ଚାଲଣ ଦେଖାଇବା ପାଇଁ ପୁଲିସ କହିଥିଲା | ହେଲେ ଡ୍ରାଇଭର ପ୍ରମାଣ ଦେଖାଇ ପାରି ନ ପାରିବାରୁ ବାଲି ଗାଡିକୁ ଥାନା ହେପାଜତ କୁ ନେଇ ଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି |
ତେବେ ପୁଲିସ ବେଆଇନ ବାଲି ଚାଲଣକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା |
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/25/sbhunji-2025-06-25-11-20-26.png)