ଭୁବନେଶ୍ବର: ଆମ ଓଡ଼ିଶା କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ଏହି ଅବସରରେ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ସମେତ ଆମ ଓଡ଼ିଶା ପ୍ରକାଶନୀର ସମ୍ପାଦକ ଅସିତ ମହାନ୍ତି, ବିଶିଷ୍ଟ ଲେଖକ ଦାଶ ବେନହୁର ପ୍ରମୁଖ ଉପସ୍ଥିତ ରହିଥିଲେ ।

Advertisment

ଆମ ଓଡ଼ିଶା କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ଏହି ଅବସରରେ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ସମେତ ଆମ ଓଡ଼ିଶା ପ୍ରକାଶନୀର ସମ୍ପାଦକ ଅସିତ ମହାନ୍ତି, ବିଶିଷ୍ଟ ଲେଖକ ଦାଶ ବେନହୁର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଜାତୀୟ ସଂଗୀତ ଗାନ ପରେ ପତାକା ଉତ୍ତୋଳନ ହୋଇଥିଲା ।