ଆଇପିଏସ୍‌ ଅଫିସର ସତ୍ୟନାରାୟଣ ପ୍ରଧାନ ହେବେ ଏନ୍‌ଡିଆରଏଫ୍‌ ମହାନିର୍ଦ୍ଦେଶକ

ଭୁବନେଶ୍ୱର: ଆଇପିଏସ୍‌ ଅଫିସର ସତ୍ୟନାରାୟଣ ପ୍ରଧାନ ‘ଏନ୍‌ଡିଆରଏଫ’ର ମହାନିର୍ଦ୍ଦେଶକ ହେବେ। ୧୯୮୮ ବେଞ୍ଚ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ୍‌ ସତ୍ୟନାରାୟଣ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଉତ୍ତର ପୂର୍ବାଞ୍ଚଳ ବିଭାଗ ଯୁଗ୍ମ ସଚିବ ଅଛନ୍ତି।

ସମ୍ବନ୍ଧିତ ଖବର